ଅସ୍ବୀକରଣ

ଏନ୍ ଟି ଏମ୍ ଏହି ୱେବସାଇଟ୍ ର ପୃଷ୍ଠାରେ ବିଭିନ୍ନ ପ୍ରକାର ସୂଚନା ପ୍ରଦାନ କରେ, ଯେପରିକି ରିପୋର୍ଟ୍, ବିଶ୍ବବିଦ୍ୟାଳୟ ଗୁଡ଼ିକର ସୂଚନା, ସଂସ୍ଥା ଏବଂ ସଂଗଠନ, ଏହା ଡାଉନଲୋଡ୍ ହୋଇଥାଏ କିମ୍ବା ଇମେଲ୍ ଦ୍ବାରା ପଠାଯାଇଥାଏ. ରିପୋର୍ଟରେ ଥିବା ବିଷୟବସ୍ତୁ ଏବଂ ଗୋଟିଏ ସେବା ଭାବରେ ଜନତାଙ୍କ ପାଇଁ ଏହି ୱେବ୍ ପେଜ୍ www.ntm.org.inଦ୍ବାରା ପ୍ରଦାନ କରାଯାଇଛି.

ଏହି ସୂଚନାରେ ଭୁଲ୍ କିମ୍ବା ଟାଇପ୍ ର ଭୁଲ୍ ରହିପାରେ. ବିନା ନୋଟିସ୍ ରେ ସୂଚନା କୁ ପରିବର୍ତ୍ତନ କିମ୍ବା ଅଦ୍ୟତନ ହୋଇପାରେ. ଏହି ୱେବସାଇଟ୍ କୌଣସି ପ୍ରସ୍ତାବ କିମ୍ବା କଣ୍ଟ୍ରାକ୍ଟ ଧାରଣ କରିନାହିଁ.

ଆପଣଙ୍କ ପାଇଁ ଗୋଟିଏ ସେବା ଭାବରେ, ଆମେ ପ୍ରାସଙ୍ଗିକ ବିଷୟବସ୍ତୁ ଭଳି ଅନୁଭବ କଲେ ଆମେ ଅନ୍ୟ ୱେବସାଇଟ୍ ର ଲିଙ୍କ୍ ପ୍ରଦାନ କରିପାରୁ. ଯଦିଓ, ଆମେ ଅନ୍ୟ ୱେବସାଇଟ୍ ବିଷୟରେ ଯେଉଁଠାରେ କି ଆପଣ ପହଞ୍ଚି ପାରିବେ ଆମେ କୌଣସି ଅଭିବେଦନ କରୁନାହୁଁ. ଯେତେବେଳେ ଆପଣ ଗୋଟିଏ www.ntm.org.in ସାଇଟ୍ କୁ ଯାଆନ୍ତି, ଦୟାକରି ବୁଝନ୍ତୁ କି ଏହା www.ntm.org.inଠାରୁ ସ୍ବାଧୀନ ଏବଂ ସେହି ୱେବସାଇଟ୍ ର ବିଷୟବସ୍ତୁ ଉପରେ ଆମ ପାଖରେ କୌଣସି ନିୟନ୍ତ୍ରଣ ନାହିଁ. ଏହା ସହିତ ୱେବସାଇଟ୍ ରେ non-ntm.org.in ୱେବସାଇଟ୍ ର ଗୋଟିଏ ଲିଙ୍କ୍ ର ଅର୍ଥ ନୁହେଁ ଯେ, ଆମେ ବିଷୟବସ୍ତୁରେ ଏବଂ ଏହି ୱେବସାଇଟ୍ ଦ୍ବାରା ଉପଲବ୍ଧ ହେଉଥିବା ଉତ୍ପାଦନ ଓ ସେବାଗୁଡ଼ିକର ଯେକୌଣସି ଦାୟିତ୍ବ ସମର୍ଥନ କିମ୍ବା ସ୍ବୀକାର ବା ଉପଯୋଗ କରଛୁ.

ଏହି ୱେବସାଇଟ୍ ର କୌଣସି ବ୍ୟବହାରରେ କୌଣସି ପ୍ରତ୍ୟେକ୍ଷ, ଅପ୍ରତ୍ୟେକ୍ଷ, ବିଶେଷ କିମ୍ବା ଅନ୍ୟ ଫଳ ସ୍ବରୂପ କୌଣସି କାର୍ଯ୍ୟକ୍ରମ ପାଇଁ କ୍ଷତି କୌଣସି ପାର୍ଟି ସହିତ ଏହି ୱେବସାଇଟ୍ ର କୌଣସି ବ୍ୟବହାର ପାଇଁ www.ntm.org.in ଦାୟୀ ରହିବ ନାହିଁ, କିମ୍ବା ଏହି ୱବସାଇଟ୍ ରେ ଦିଆଯାଇଥିବା କୌଣସି ସୂଚନା/ବିଷୟବସ୍ତୁ କିମ୍ବା ରିପୋର୍ଟ୍ ରେ ଦିଆଯାଇଥିବା କୌଣସି ସୂଚନା/ବିଷୟବସ୍ତୁ ମେଲ୍ ଦ୍ବାରା କିମ୍ବା ୱେବସାଇଟ୍ ରୁ ଡାଉନଲୋଡ୍ ହୋଇଥିବା କିମ୍ବା ଅନ୍ୟ କୌଣସି ହାଇପରଲିଙ୍କଡ୍ ୱେବସାଇଟ୍, ଅନ୍ତର୍ଭୁକ୍ତ, ସୀମା ବିନା