ଏନ୍ ଟି ଏମ୍ ବିଭିନ୍ନ ପ୍ରକାର ରିପୋର୍ଟ ପ୍ରକାଶିତ କରେ – ବାର୍ଷିକ ରିପୋର୍ଟ୍, ପୂରା ଦେଶରେ, ବିଭିନ୍ନ
ଭାଷାରେ ଏନ୍ ଟି ଏମ୍ ଦ୍ବାରା ସଂଚାଳିତ ହେଉଥିବା ପ୍ରତ୍ୟେକ କାର୍ଯ୍ୟକ୍ରମର ରିପୋର୍ଟ. ସମୟ ସମୟରେ
ବାର୍ଷିକ ରିପୋର୍ଟ୍ ଗୁଡ଼ିକର ଉଭୟ ଇଲେକ୍ଟ୍ରୋନିକ୍ ସଂସ୍କରଣ ଏବଂ ମୁଦ୍ରଣ ପ୍ରକାଶିତ କରୁଛୁ. ରିପୋର୍ଟ୍
ର ଇଲେକ୍ଟ୍ରୋନିକ୍ ସଂସ୍କରଣ ଏହି ସାଇଟ୍ ରେ ଉପଲବ୍ଧ. ଆମେ ଏଠାରେ ଗୁରୁତ୍ବପୂର୍ଣ୍ଣ ମିଟିଙ୍ଗ୍ ଗୁଡ଼ିକର
ଲିଖିତ ବିବରଣ ପ୍ରଦାନ କରିଛୁ.
|