ପ୍ରେସ୍ କ୍ଲିପ୍

ଏନ୍ ଟି ଏମ୍ ପୁରା ଦେଶରେ ବିଭିନ୍ନ ଭାଷାରେ କାର୍ଯ୍ୟଶାଳା, ସେମିନାର୍, ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଇତ୍ୟାଦି ପରି ଅନେକ କାର୍ଯ୍ୟକ୍ରମର ଆୟୋଜନ କରିଛି. ଏହି କାର୍ଯ୍ୟକ୍ରମ ଗୁଡ଼ିକ ରାଷ୍ଟ୍ରୀୟ ଏବଂ ଆଞ୍ଚଳିକ ସ୍ତରର ସମ୍ବାଦ ପତ୍ର ଦ୍ବାରା ପ୍ରକାଶିତ ହୋଇଛି. ଏହି ବିଭାଗରେ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିବା କାର୍ଯ୍ୟକ୍ରମ ଗୁଡ଼ିକର ପ୍ରଦର୍ଶିତ ହୋଇଛି.
 
 

Archives