ପ୍ରୋମୋ

ଏନ୍ ଟି ଏମ୍ ମିଡ଼ିଆ ୟୁନିଟ୍ ପ୍ରୋମୋ ଗୁଡ଼ିକର କ୍ରମରେ ଉତ୍ପାଦନ କରିବାକୁ ଯାଉଛି ଯାହାକି ଆସନ୍ତା ବର୍ଷରେ ଭାରତର ସମସ୍ତ ଅନୁସୂଚିତ ଭାଷାର ଲୋକଗୀତର ପ୍ରଦର୍ଶନ କରିବ. ପୂର୍ବରୁ ଦୁଇଟି ପ୍ରୋମୋ ସରିଗଲାଣି, ଗୋଟିଏ ହେଉଛି କାହାଣୀ କହିବା ଏବଂ ସ୍କ୍ରଲ୍ ପେଣ୍ଟିଙ୍ଗ୍ ତାହାକୁ “ପଟ୍ଟ ଚିତ୍ର” ଏବଂ ଅନ୍ୟଟି ହେଉଛି ଇଣ୍ଟର ସେମିଓଟିକ୍ ଅନୁବାଦ. “ପଟ୍ଟ ଚିତ୍ର” ହେଉଛି ଲୋକ ପ୍ରଦର୍ଶନ ଯାହାକି ମୂଖ୍ୟତଃ ପଶ୍ଚିମ ବଙ୍ଗଳାର ପଶ୍ଚିମ ଭାଗରେ ଦେଖାଯାଏ.