ପୁସ୍ତିକା

ଅନବାଦକଙ୍କ ପାଇଁ ପୁସ୍ତିକାଟି ଭାରତୀୟ ଭାଷାରେ ଜ୍ଞାନପାଠ୍ୟର ଅନବାଦ କରୁଥିବା ଅନୁବାଦଙ୍କ ପାଇଁ ତାତ୍ତ୍ୱିକ ତଥା କାର୍ଯ୍ୟମୂଳକ ଗାଇଡ୍ ଅଟେ |ଏନଟିଏମ୍ ର ବିଭିନ୍ନ କାର୍ଯ୍ୟକ୍ରମରୁ ମିଳିଥିବା ତଥ୍ୟ ଏବଂ ବିଶାରଦମାନଙ୍କ ପରାମର୍ଶ ନେଇ ଏହି ପୁସ୍ତିକାଟି ପ୍ରସ୍ତୁତ କରାଯାଇଛି ଯାହା ଅନୁବାଦକର ଅନୁବାଦ ଦକ୍ଷତାର ବିକାଶରେ ସାହାଯ୍ୟ କରିବ |