ପ୍ରକଳ୍ପର ଉଦ୍ଧେଶ୍ୟଗୁଡିକ

ଏନ୍.ଟି.ଏମ୍ ର ମୁଖ୍ୟକାର୍ଯ୍ୟଗୁଡିକ ହେବ--:
୧. ଆଠନମ୍ବର ଅନୁସୂଚୀରେ ଥିବା ୨୨ଟି ଭାଷାରେ ବୈଜ୍ଞାନିକ ଏବଂ ପାରିଭାଷିକ ଶବ୍ଦାବଳୀର ବିକାଶ.
୨. ଅନୁବାଦକ ଶିକ୍ଷା
  - ସ୍ୱଳ୍ପକାଳୀନ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ
- ଭାଷାର ଅଂଶରୂପେ ଅନୁବାଦକମାନଙ୍କ ପାଇଁ ଏକ ପାଠ୍ୟକ୍ରମର ରଚନା.
- ଶିକ୍ଷାଦାନ କାର୍ଯ୍ୟକ୍ରମ
- ଅନୁବାଦ ଉଦ୍ୟୋଗରେ ଏବଂ ତତ୍ ସଂମ୍ପର୍କିତ କ୍ଷେତ୍ରରେ ସ୍ୱତନ୍ତ୍ରପାଠ୍ୟକ୍ରମର ବିକାଶ
- ଛାତ୍ରବୃତ୍ତି କାର୍ଯ୍ୟକ୍ରମ
- ଗବେଷଣାମୂଳକ ପ୍ରକଳ୍ପପାଇଁ ପ୍ରୋତ୍ସାହନ
୩. ତଥ୍ୟର ପ୍ରସାର ଓ ପ୍ରଚାର
୪. ଉତ୍ତମଗୁଣ ସମ୍ପନ୍ନ ଅନୁବାଦର ପ୍ରୋତ୍ସାହନ ଏବଂ ପ୍ରସାର.
୫. ମେସିନ୍ ଟ୍ରାନ୍ସଲେସନ ଏବଂ .ମେସିନ୍ ଏଡେଡ୍ ଟ୍ରାନ୍ସଲେସନ ର ପ୍ରୋତ୍ସାହନ.
  - ଇଂରାଜୀ ଏବଂ ଭାରତୀୟ ଭାଷାଗୁଡିକ ମଧ୍ୟରେ
- ଗୋଟିଏ ଭାରତୀୟ ଭାଷା ଏବଂ ଅନ୍ୟ ଏକ ଭାରତୀୟ ଭାଷା ଭିତରେ.
- ଭାରତୀୟ ଭାଷା ଏବଂ (ବିଶ୍ୱସମୁଦାୟର ଭାଷା ଗୁଡିକ ଭିତରେ)ମୁଖ୍ୟ ବିଦେଶୀଭାଷା ଭିତରେ.
୬. ଉଚ୍ଚମାନର ଅନୁବାଦ ଉପକରଣ ଯେପରି ଶବ୍ଦକୋଶ,ଥେସରି,ୱାର୍ଡଫାଇନ୍ଡର୍ସ, ଅନ୍ଲାଇନ୍ ଲୁକ୍ ଅପ୍ସ,ମେମୋରି,ୱାର୍ଡନେଟ୍, ଇତ୍ୟାଦିର ସୃଷ୍ଟି ଏବଂ ଏହା ମଧ୍ୟ ଦେଖିବାର ଅଛି ଯେ ଏସବୁ ସୁବିଧା ଯେମିତି ବିସ୍ତୃତ କ୍ଷେତ୍ର ରେ ଯେପରି ମୋବାଇଲ୍ ଉଦ୍ୟୋଗ ରେ ଉପଲଭ୍ୟ ହୋଇପାରିବ.